ବାବୁ ମହଲ: Swimming Pool || Babu Mahal # 197 || Odia Cartoon Video || Dharitri Live

2,981,380
0
Published 2023-07-28
ବର୍ଷାଦିନ ଆସିଲେ, ପ୍ରାୟତଃ ପ୍ରତ୍ୟେକ ପୁରୁଣା ଘରେ ବର୍ଷାପାଣି ଜମି ଛାତ ଖରାପ ହୋଇଥାଏ, ଯାହାଦ୍ଵାରା ଘର ଭିତରେ ଛାତରୁ ପାଣି ପଡିବା ଦ୍ଵାରା ଲୋକମାନେ ବହୁତ ହଇରାଣ ରେ ପଡ଼ିଥାନ୍ତି । ସନିଆ କିପରି ବର୍ଷା ପାଣିରେ ନିଜ ଛାତ ଖରାପ କରୁଛି ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି । ଏମିତି ଏକ ମାଜ଼ାଦର କାହାଣୀକୁ ନେଇ ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ଛାତ ଉପରେ swimming pool '।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal # 197 : swimming pool ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live

LIKE | SHARE | SUBSCRIBE

Also Watch:

👉 Special Episodes :    • Special Videos  

👉 'Fun with Public' all episodes:    • Fun With Public | ଫନ୍ ଓ୍ବିଥ୍ ପବ୍ଲିକ୍ ...  

👉 Babu Mahal - Cartoon animation web series:    • Babu Mahal | ବାବୁ ମହଲ  

👉 Health Tips:    • Health Tips | ହେଲ୍‌ଥ୍‌ ଟିପ୍ସ୍‌  

👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ :    • Delicious momos in Bhubaneswar । ସ୍ମା...  

👉 Man Mijaj | ମନ ମିଜାଜ :    • Man Mijaj | ମନ ମିଜାଜ | Dharitri Live  


For more updates please visit us:

👉 Website: www.dharitri.com/
👉 Facebook: www.facebook.com/DharitriNews
👉 Twitter: www.twitter.com/DharitriLive1
👉 Youtube: youtube.com/dharitrilive

#BabuMahal #OdiaCartoon #DharitriLive #AnimatedComedy #CartoonComedy #Fun #Entertainment #OdiaComedy #SaniaComedy #BabuMahalComedy #OdiaAnimation #Animation #OriyaCartoon #AmazingVideo #SaniaNewComedy #MajhiBabuComedy #SaniaCartoon #Funny #Sania #Dharitri #Odisha #Bhubaneswar #ବାବୁମହଲ #swimmingpool

All Comments (21)
  • @Sk.143..
    ଜଉ ମାନେ ବର୍ଷା ଋତୁ କୁ ଭଲ ପାଆନ୍ତି ସେମାନେ ଗୋଟେ like କରନ୍ତୁ ସମସ୍ତ ମାନଙ୍କୁ ମୋ ତରଫରୁ ଶୁଭ ସକାଳ ❤ଜୟ ଜଗନ୍ନାଥ❤
  • @krushnapanda4670
    Sania Bhai kana kala majhi Babu ku los ra pakae dala.....aa...ha....
  • @subodhabehera3642
    କିଛି ଅସୁବିଧା ନାହିଁ। ମାଝୀ ବାବୁ ଆମର କୋଟିପତି। ସନିଆ ଆ ଆ ଆ ଆ
  • @UllasParida-eu2km
    ମଝି ବାବୁ ଜଲଦି ସାନିଆ କୁ ଘରୁ କଡ ନହେଲେ ଭାଇ ଭଉଣୀ ମିଶି ତମକୁ ଭିକାରୀ କରିଦେବେ
  • @RajPlayzShorts345
    Mu gote Katha bujhi parilini jete bele chata bhagiki tale paila sete bele Sania ra bhanja kouthi thila
  • ମୁଁ ପ୍ରଥମ ଥର ପାଇଁ ଦେଖୁଛି କିଏ ଛାତ ଉପରେ ପାଣି ରଖିକି ଗାଧୋଇ ଏ 10:17 ସନିଆ ଛାତ ଉପରେ ପାଣି ରଖିକି ଗାଧୋଇ ଛି ସନିଆ ର କେତେ ବୁଦ୍ଧି ହେଲା ଣି😂
  • @raazcreation1432
    ଯେଉଁ ମାନେ ସନିଆ ❤ କମେଡି କୁ ଭଲ ପାଅ ଭିଡିଓ କୁ ଗୋଟେ ଲାଇକ ତେ ହେଉ👍 ଜୟ ଜଗନ୍ନାଥ ❤
  • @143...7
    ଏପରି ଭୁଲ କେହି ବି କରିବନି ବନ୍ଧୁ 😢 ନିଜେ ସବୁବେଳେ ସଚେତନ ରୁହନ୍ତୁ ଜୟ ଜଗନ୍ନାଥ 🙏 ମୋ comment ପଢୁଥିବା ବନ୍ଧୁ ସବୁବେଳେ ଖୁସିରେ ରୁହନ୍ତୁ ❤
  • @ODIA_VLOGER_SAMIR
    ଏବେ ଏଇ vdo ପରେ।।।। ଛାତ ମରାମତି କୁ ନେଇ ଗୋଟ vdo କରା ଯାଉ।।।ଭଲ vdo ଟିଏ ହବ।।।👍
  • @jugeshpadhan9454
    I like sania comedy morning ru sania😊 comedy dekhi bahut bhala lage
  • @9xm50
    🌧️💦🏊Nice Episode 🎞️📺🎭🤓
  • @AnilKumar-kg8uq
    Pruthibi pralaya heigale b santi appa sania bhai ku suport Kariba chhadibeni❤❤❤❤😊😊😊
  • Sanja ful funny 🤣😅so beautiful swiming ful but chhata😅bhanga 😂 I am Rasmita 🥰 mada khia budhi kjali😅
  • @Mama_tofan_vlog
    Majhi Babu pachhare tadarkha kariba aage pua ku dekha kouthi achhi