Natia Comedy part 418 || Ghua chara dahani

5,265,124
0
Published 2024-02-27

All Comments (21)
  • ଚାଲ ଆଜି ଦେଖିବା mora comment ❤❤ ଜୟ ଶ୍ରୀ ରାମ ❤❤ ଆଜି କେତେ like ଆସୁଛି ❤❤-----???????
  • ଖୁବ ସୁନ୍ଦର ହୋଇଛି। ପିଲାଦିନେ ଜେଜେ ମା ଏ କାହାଣୀ କହି ରାତିରେ ଶୋଇପକାଉ ଥିଲେ। କାହାଣୀ ସତ ହେଉ କି ମିଛ, କିନ୍ତୁ ପଲ୍ଲୀଗ୍ରାମ ର ନିଛକ ଚିତ୍ର ଇଏ। କିନ୍ତୁ ସେ ଦିନ ଆଜି ହଜି ଯାଇଛି। ସେ କାହାଣୀର ସ୍ଥାନ ନେଇଛି ମୋବାଇଲ। ସତରେ କି ସୁନ୍ଦର ଥିଲା ଆମ ପିଲାଦିନ, ଭାବିଲେ ଆଖିରେ ଲୁହ ଆସିଯାଉଛି।
  • @tukusomu
    କିଏ କିଏ ଚାଁହୁଛ ଘୁଅ ଖିଆ ଡାହାଣୀ part 2ଆସୁ
  • ମୋ ଜେଜେମା ଗପ କହିଥିଲେ ଆଜି vdo ଦେଖିଲି 😅😅 ବହୁତ ଭଲ ଲାଗିଲା
  • @Ajitsahoo645
    ଶୁଭ ସକାଳ,,,,ଜୟ ଜଗନ୍ନାଥ,,, ନଟିଆ ର ଭୂତ episode ଦେଖିବାର ମଜା ଅଲଗା 😂😃,,,
  • @aksdjdokan
    ଏହି episode ର part 2 ଆସିବା ଦରକାର... ନ ହେଲେ ଷ୍ଟୋରୀ ଟା ଅଧୁରା ଲାଗିବ 😊
  • ନଟିଆ କମେଡ଼ି କିଏ କିଏ ଦେଖିବାକୁ ଭଲ ପାଅ❤❤❤❤
  • @sagarbarik3513
    Aji finally natia Bhai ki dekhili ama pj movies ra bhahu thu Kushi lagila 😊❤
  • ନଟିଆ କୁ ଭଲ ପାଉଥିଲେ ଗୋଟେ like ହୋଉ
  • @ShivaPatro-fd5bn
    Bhala lagila pila dine a kahani sunithili aaji natia comedy madhyamare dekhili thankyou
  • @kanhubeja5673
    ଭୀମା ଦାଦୀ ଭଲ କଥାଟେ କହିଲେ ବିଛା ମନ୍ତ୍ର ନ ଜାଣି ସାପ ଗାତ ରେ ହାତ ମାରିବା ଠିକ୍ ନୁହେଁ ❤❤🙏🙏🙏🙏🙏❤️❤️
  • @user-ro9cu3oh1f
    ❤ my all time favourite natia comedy❤ very nice episode❤❤